Friday, August 14, 2015

Tribute to Kalam

କାଲାମ କଲମେ କାଳଜୟୀ ଲେଖା
ଆନ୍ଦୋଳିଲା ଯୁବା ହୃଦୟ
ଅଗ୍ନୀର ଡେଣାରେ ଚେଇଁ ଉଠିଥିଲା
ଦେଶ ମାତୃକାର ଲୟ

କ୍ଷେପଣାସ୍ତ୍ର ଦିନେ ଗଢିଥିଲେ ଯିଏ
ନିଜ ଜ୍ଞାନ କଉଶଳେ
ଅଗ୍ନୀ ସଞ୍ଜୋଗିଲେ ଦେଶ ଚେତନାର
କୋଟି କୋଟି ଶିଶୁ ପ୍ରାଣେ

ଅନ୍ତିମ ଯାତ୍ରାର ସାରଥି ସେ ନିଜେ
କୋଟି ଚକ୍ଷୁ ଅଶୃ ବହେ
ଅମର ଆତ୍ମାର କାଳଜୟୀ ସନ୍ଦେଶ
ମର ଶରୀରେକି କାଲାମ ରହେ



No comments: